অর্থ : କାହା ଭିତରେ କିଛି ଅଭିମାନ ଉତ୍ପନ୍ନ କରିବା
উদাহরণ :
ତାକୁ ବେଶି ମୁଣ୍ଡରେ ବସାଅ ନାହିଁ ରମେଶ ଚାଟୁକାରୀ କରି ମହେଶକୁ ଚଢେଇଲା
সমার্থক : ଫୁଲେଇଦେବା, ମୁଣ୍ଡରେ ବସେଇବା
অন্যান্য ভাষায় অনুবাদ :
किसी में कुछ अभिमान उत्पन्न करना या किसी को अधिक महत्व देना।
उसको ज्यादा मत चढ़ाओ।