অর্থ : ଜଙ୍ଘରୁ ଆଣ୍ଠୁ ପର୍ଯ୍ୟନ୍ତ ପିନ୍ଧାଯାଉଥିବା ଏକ ପ୍ରକାର ପୋଷାକ
উদাহরণ :
ଶ୍ୟାମ ଘରୁ ବାହାରକୁ ଯିବା ସମୟରେ ଜଙ୍ଘିଆ ଉପରେ ଲୁଙ୍ଗି ପିନ୍ଧିଲା
সমার্থক : ଜଙ୍ଘିଆ
অন্যান্য ভাষায় অনুবাদ :
অর্থ : ଯେଉଁ ବସ୍ତ୍ର ପେଣ୍ଟ ଆଦି ତଳେ ପିନ୍ଧାଯାଏ
উদাহরণ :
ମୋ ଚଡ଼ି ଚିରିଯାଇଛି
সমার্থক : ଅଣ୍ଡର ୱେୟର, କାଛିଆ, ଜଙ୍ଘିଆ
অন্যান্য ভাষায় অনুবাদ :