অর্থ : ଭୂଇଁ ତଳେ ରହୁଥିବା ଗଛର ସେହି ଅଂଶ ଯାହାଦ୍ୱାରା ତାହା ଜଳ ଓ ଆହାର ସଂଗ୍ରହ କରେ
উদাহরণ :
ଆୟୁର୍ବେଦରେ ବହୁତ ପ୍ରକାର ମୂଳର ପ୍ରୟୋଗ ହୋଇଛି
অন্যান্য ভাষায় অনুবাদ :
অর্থ : ଫଳଆଦିର ଭିତରର ତନ୍ତୁ
উদাহরণ :
ଏହି ଆମ୍ବଟି ସାରା ଚେର
সমার্থক : ତନ୍ତୁ
অন্যান্য ভাষায় অনুবাদ :
The dried fibrous part of the fruit of a plant of the genus Luffa. Used as a washing sponge or strainer.
loofa, loofah, loufah sponge, luffaঅর্থ : ଗଛର ଚେର
উদাহরণ :
ମଜୁରିଆ ଭୂଇଁରୁ ଚେର ଖୋଳି ବାହାର କରୁଛି
অন্যান্য ভাষায় অনুবাদ :
অর্থ : କୌଣସି ପ୍ରାକୃତିକ ବସ୍ତୁରୁ ମିଳୁଥିବା ଲମ୍ବା ଓ ପତଳା କଠିନ ପଦାର୍ଥ
উদাহরণ :
ସାକରକନ୍ଦରୁ ତନ୍ତୁ ମିଳେ
সমার্থক : ତନ୍ତୁ
অন্যান্য ভাষায় অনুবাদ :