অর্থ : ଚକିରେ ରଖି ପେଷିବା
উদাহরণ :
ତୁମେ ଏକ ଘଣ୍ଟାରେ କେତେ ଦାନା ଚୂରିପାରିବ?
সমার্থক : ଗୁଣ୍ଡକରିବା, ଚୂନାକରିବା, ଚୂର୍ଣ୍ଣକରିବା, ପେଷିବା
অন্যান্য ভাষায় অনুবাদ :
অর্থ : ଅଟାକଳରେ ପେଷାଯିବା
উদাহরণ :
ଗହମ ପେଷାଯାଇଛି
সমার্থক : ଗୁଣ୍ଡକରିବା, ଚୂନାକରିବା, ଚୂର୍ଣ୍ଣକରିବା, ପେଷିବା
অন্যান্য ভাষায় অনুবাদ :
অর্থ : ଚୂନା କରିବା ବା ଖଣ୍ଡଖଣ୍ଡ କରିବା
উদাহরণ :
ହାଲୁଆ ଦୋକାନୀ ସେଓ ଚୂରୁଛି
সমার্থক : ଖଣ୍ଡଖଣ୍ଡ କରିବା, ଗୁଣ୍ଡ କରିବା, ଚୂନା କରିବା, ପେଷିବା
অন্যান্য ভাষায় অনুবাদ :
Break or fall apart into fragments.
The cookies crumbled.