অর্থ : ଲୁହା, ମାଟିଆଦିରେ ନିର୍ମିତ ଏକମୁହାଁ ପାତ୍ର ଯେଉଁଥିରେ ବିଶେଷକରି କୋଇଲା ଜଳାଯାଏ
উদাহরণ :
ସେ ଚୁଲିରେ ଚା’ ବସେଇଛି
সমার্থক : ଖନ୍ଦା, ଚୁଲା, ରନ୍ଧନଗର୍ତ୍ତ
অন্যান্য ভাষায় অনুবাদ :
অর্থ : ମାଟି, ଇଟା ବା ଲୁହାଆଦିରେ ତିଆରି ହୋଇଥିବା ପାତ୍ର ଯେଉଁଥିରେ ଖାଦ୍ୟ ରନ୍ଧାଯାଏ
উদাহরণ :
ମା’ ଖାଦ୍ୟ ଗରମ କରିବାପାଇଁ ଚୁଲି ଜଳାଉଛନ୍ତି
অন্যান্য ভাষায় অনুবাদ :
A kitchen appliance used for cooking food.
Dinner was already on the stove.