অর্থ : ଯେଉଁ ଉପକରଣକୁ ପାତ୍ର ମୁହଁରେ ରଖିକରି କୌଣସି ତରଳ ପଦାର୍ଥ ଢଳାଯାଏ
উদাহরণ :
ତେଲ ତଳେ ଢାଳି ନହେବାପାଇଁ ସେ ଡବାମୁହଁରେ କାହାଳୀ ଲଗାଇଲା
অন্যান্য ভাষায় অনুবাদ :
A conically shaped utensil having a narrow tube at the small end. Used to channel the flow of substances into a container with a small mouth.
funnelঅর্থ : ନଳ ଆକୃତିର କୌଣସି ବସ୍ତୁ
উদাহরণ :
ପଶୁମାନଙ୍କୁ ରୋଗ ହେଲେ ସେମାନଙ୍କୁ ବାଉଁଶ ନଳୀରେ ଔଷଧ ପିଆଇ ଦିଆଯାଏ
অন্যান্য ভাষায় অনুবাদ :