অর্থ : ଲେଖ୍ୟ ବା ଠିକା ଆଦିର ସର୍ତ୍ତ
উদাহরণ :
ସର୍ତ୍ତ ଉଲଙ୍ଘନ କଲେ ଜୋରିମାନା ଦେବାକୁ ହେବ
সমার্থক : ଚୁକ୍ତିପତ୍ର, ସର୍ତ୍ତ
অন্যান্য ভাষায় অনুবাদ :
অর্থ : ରାଜ୍ୟ, ଦଳଆଦିମାନଙ୍କ ମଧ୍ୟରେ ହେଉଥିବା ଯେଉଁ ନିଶ୍ଚିତ ନିର୍ଣ୍ଣୟ ଯେଉଁଥିରେ ନିଜ ନିଜ ମଧ୍ୟରେ ନ ଲଢ଼ିବା, ମିତ୍ରତାପୂର୍ବକ ରହିବା ଏବଂ ବିଭିନ୍ନ ଜାଗାରେ ନିର୍ଦ୍ଦିଷ୍ଟ ପ୍ରକାର ବ୍ୟବହାର କରିବା
উদাহরণ :
ଦୁଇ ଦେଶ ମଧ୍ୟରେ ସଂଧି ହୋଇଅଛି ଯେ ଜଣେ ଅନ୍ୟର ବ୍ୟକ୍ତିଗତ ଘଟଣାରେ ହସ୍ତକ୍ଷେପ କରିବ ନାହିଁ
সমার্থক : ସଂଧି
অন্যান্য ভাষায় অনুবাদ :
राज्यों, दलों, आदि में होने वाला यह निश्चय कि अब हम आपस में नहीं लड़ेंगे और मित्रतापूर्वक रहेंगे अथवा अमुक क्षेत्रों में अमुक प्रकार से व्यवहार करेंगे।
दो राज्यों के बीच समझौता हुआ कि वे एक दूसरे के आंतरिक मामलों में हस्तक्षेप नहीं करेंगे।