অর্থ : ଛୋଟଛୋଟ କଥାରେ ବିଗିଡ଼ିବା
উদাহরণ :
ମାଆ ଆଜିକାଲି ବହୁତ ଚିଡ଼ିଚିଡ଼ା ହେଉଛନ୍ତି
সমার্থক : ଚିଡ଼ିଚିଡ଼ା ହେବା, ଚିଡ଼ିଚିଡ଼ି ହେବା, ବିରକ୍ତ ହେବା
অন্যান্য ভাষায় অনুবাদ :
অর্থ : ଦୁଃଖୀ ହୋଇ କ୍ରୋଧ କରିବା
উদাহরণ :
ପୁଅର ତୃଟିପୂର୍ଣ୍ଣ ବ୍ୟବହାରରେ ବ୍ୟଥିତ ହୋଇ ମା ମନକୁ ମନ ଅସନ୍ତୁଷ୍ଟ ହେଉଥିଲେ
সমার্থক : ଅସନ୍ତୁଷ୍ଟ ହେବା, କୋପ କରିବା, ଚିଡ଼ିଚିଡ଼ି ହେବା
অন্যান্য ভাষায় অনুবাদ :
Feel extreme irritation or anger.
He was chafing at her suggestion that he stay at home while she went on a vacation.