অর্থ : ଜାଣିଶୁଣି କୌଣସି ଏଭଳି କାମ କରିବା ବା କଥା କହିବା ଯେଉଁଥିରେ କେହି ଅପ୍ରସନ୍ନ ହୋଇଯିବ
উদাহরণ :
ମଂଜୁଳା ତା ସାନ ଭାଇକୁ ବହୁତ ଚିଡ଼ାଉଥାଏ
সমার্থক : ଅପ୍ରସନ୍ନ କରିବା
অন্যান্য ভাষায় অনুবাদ :
जान-बूझकर कोई ऐसा काम करना या बात कहना जिससे कोई अप्रसन्न हो जाए।
मंजुला अपने छोटे भाई को बहुत चिढ़ाती है।অর্থ : କାହାକୁ ହଇରାଣ କରିବା
উদাহরণ :
କୃଷ୍ଣ ଗୋପୀମାନଙ୍କୁ ବିରକ୍ତ କରାଉଥିଲେ
সমার্থক : ବିରକ୍ତହେବା, ହାସ୍ୟ ରସ କରିବା
অন্যান্য ভাষায় অনুবাদ :
অর্থ : ଚିଡ଼ାଇବା କାମ ଅନ୍ୟ କାହାଦ୍ୱାରା କରାଇବା
উদাহরণ :
ଭାଈ ମୋତେ ତାଙ୍କ ସାଙ୍ଗମାନଙ୍କଦ୍ୱାରା ଚିଡ଼ାଇଲେ
অন্যান্য ভাষায় অনুবাদ :