অর্থ : ଫୁଟେଇ ଅର୍କ ବାହାର କରିବା
উদাহরণ :
ଅତର ତିଆରି କରିବା ପାଇଁ ଫୁଲକୁ ପାଣିରେ ପକାଇ ଯନ୍ତ୍ର ସାହାଯ୍ୟରେ ଚିପୁଡ଼ା ଯାଏ
অন্যান্য ভাষায় অনুবাদ :
অর্থ : ରସାଳ ବସ୍ତୁକୁ ଚିପୁଡ଼ି ସେଥିରୁ ରସ ବାହାର କରିବା
উদাহরণ :
ମାଆ ଆମ୍ବସଢ଼ା କରିବାପାଇଁ ଆମ୍ବକୁ ଚିପୁଡ଼ୁଛନ୍ତି
অন্যান্য ভাষায় অনুবাদ :