অর্থ : ଦର୍ଶକମାନଙ୍କୁ ଦେଖାଇବାପାଇଁ ବହୁତଗୁଡ଼େ ଚିତ୍ର ଲଗାଯାଇଥିବା ସ୍ଥାନ
উদাহরণ :
ଚିତ୍ରଶାଳାରେ ଯାମିନୀ ରାୟଙ୍କ ଚିତ୍ରଗୁଡ଼ିକର ପ୍ରଦର୍ଶନୀ ହେଉଛି
অন্যান্য ভাষায় অনুবাদ :
অর্থ : ଯେଉଁ ଶୃଙ୍ଖଳାବଦ୍ଧ କୋଠରୀରେ କଳାକୃତିର ପ୍ରଦର୍ଶନ କରାଯାଏ
উদাহরণ :
ଚିତ୍ରଶାଳାରେ ଅନେକ ଚିତ୍ର ପ୍ରଦର୍ଶିତ ହୋଇଛି
সমার্থক : ଆର୍ଟ୍ ଗ୍ୟାଲେରୀ
অন্যান্য ভাষায় অনুবাদ :
वह स्थान, कमरा या शृंखलावद्ध कमरे जहाँ कलाकारी का प्रदर्शन किया जाता है।
कला वीथी में बहुत सारे चित्र प्रदर्शित हैं।