অর্থ : ରୋଗ ଦୂର କରିବାର ଉପାୟ ବା ପ୍ରକ୍ରିୟା
উদাহরণ :
ଗାଁର ରୋଗୀମାନଙ୍କୁ ଚିକିତ୍ସାପାଇଁ ସହର ଯିବାକୁ ପଡ଼ିଥାଏ ଏହି ରୋଗର ପ୍ରତିକାର କଣ ହେବ?
সমার্থক : ଉପଚାର, ଡାକ୍ତରୀ ଚିକିତ୍ସା, ରୋଗ ପ୍ରତିକାରକ, ରୋଗଉପଚାର
অন্যান্য ভাষায় অনুবাদ :
অর্থ : ଚିକିତ୍ସକଙ୍କ କାମ ବା ପେଶା
উদাহরণ :
ସେ ଚିକିତ୍ସା କରି ତାଙ୍କ ପରିବାର ଭରଣପୋଷଣ କରନ୍ତି
সমার্থক : ଡାକ୍ତରି
অন্যান্য ভাষায় অনুবাদ :
The learned profession that is mastered by graduate training in a medical school and that is devoted to preventing or alleviating or curing diseases and injuries.
He studied medicine at Harvard.