অর্থ : କୌଣସି ସାମାଜିକ, ଧାର୍ମିକ କାମ ପ୍ରଭୃତି ନିମନ୍ତେ ଦାନ ଅର୍ଥରେ ଲୋକମାନଙ୍କଠାରୁ ନିଆଯାଉଥିବା ଧନ ଇତ୍ୟାଦି
উদাহরণ :
ସେ ମନ୍ଦିରପାଇଁ ଆଦାୟ ହୋଇଥିବା ଚାନ୍ଦାରେ ନିଜ ଘର ତିଆରିକଲା
সমার্থক : ଅନୁଦାନ
অন্যান্য ভাষায় অনুবাদ :
A voluntary gift (as of money or service or ideas) made to some worthwhile cause.
contribution, donationঅর্থ : କୌଣସି ସାମୟିକ ପତ୍ରିକା ବା ପୁସ୍ତକଆଦିର ବାର୍ଷିକ ବା ମାସିକ ମୂଲ୍ୟ
উদাহরণ :
ମୁଁ କାଦମ୍ବିନୀର ବାର୍ଷିକଦେୟ ଏପର୍ଯ୍ୟନ୍ତ ଦେଇନାହିଁ
সমার্থক : ଦେୟ
অন্যান্য ভাষায় অনুবাদ :
A payment for consecutive issues of a newspaper or magazine for a given period of time.
subscription