অর্থ : ଜିଭରେ ଚାଟିବା କ୍ରିୟା ବା ଭାବ
উদাহরণ :
ବୈଦ୍ୟଙ୍କ ନିର୍ଦ୍ଧାରଣ ଅନୁସାରେ ଏହି ଔଷଧକୁ ମହୁ ସହିତ ଅବଲେହନ ସବୁଠାରୁ ଅଧିକ ପ୍ରଭାବକାରୀ
সমার্থক : ଅବଲେହନ
অন্যান্য ভাষায় অনুবাদ :
অর্থ : ପୋଛିପାଛି ଖାଇବା
উদাহরণ :
ସେ କଡ଼େଇରେ ଲାଗିଥିବା ରାବିଡ଼ିକୁ ଚାଟୁଛି
সমার্থক : ପୋଛିପାଛି ଖାଇବା, ଲେହନ କରିବା
অন্যান্য ভাষায় অনুবাদ :
অর্থ : ଜିଭରେ ରଗଡ଼ିକରି ବା ଉଠେଇକରି ଖାଇବା
উদাহরণ :
ପିଲାଟି ବ୍ରେଡ଼ରେ ଲାଗିଥିବା ଜାମ୍କୁ ଚାଟୁଛି
অন্যান্য ভাষায় অনুবাদ :
অর্থ : କୌଣସି ପଦାର୍ଥ ଉପରେ ଜିଭ ବୁଲାଇବା
উদাহরণ :
କୁକୁର ମାଲିକର ହାତ ଚାଟୁଛି
সমার্থক : ଲେହନ କରିବା
অন্যান্য ভাষায় অনুবাদ :