অর্থ : ବାସନ ହଲିବା କାରଣରୁ କୌଣସି ତରଳ ପଦାର୍ଥ ଉଛୁଳି ବାହାରି ପଡ଼ିବା
উদাহরণ :
ରାଧାର ଗରାର ପାଣି ଚହଲୁଛି
অন্যান্য ভাষায় অনুবাদ :
অর্থ : ଲୋଭରେ ପ୍ରବୃତ୍ତ ହେବା
উদাহরণ :
ଜମିଦାରଙ୍କ ଧନସମ୍ପତ୍ତି ଦେଖି ତାର ମନ ଲୋଭେଇଲା
সমার্থক : ଲୋଭାନ୍ୱିତ ହେବା, ଲୋଭେଇବା
অন্যান্য ভাষায় অনুবাদ :