অর্থ : ଯାହାର କୁମାରୀତ୍ବ ବା ବ୍ରହ୍ମଚର୍ଯ୍ୟ ନଷ୍ଟ ହୋଇଯାଇଛି
উদাহরণ :
ନଷ୍ଟଚରିତ୍ର କନ୍ୟା ସହିତ କେହି ବିବାହ କରିବାପାଇଁ ଚାହାଁନ୍ତି ନାହିଁ
সমার্থক : ନଷ୍ଟଚରିତ୍ର
অন্যান্য ভাষায় অনুবাদ :
जिसका कौमार्य या ब्रह्मचर्य नष्ट हो चुका हो।
अवकीर्ण कन्या से कोई विवाह करना नहीं चाहता था।অর্থ : ଯେ ବ୍ୟଭିଚାର କରେ
উদাহরণ :
ଆଦିବାସୀମାନେ ଜଣେ ବ୍ୟଭିଚାରୀ କର୍ମଚାରୀଙ୍କୁ ଧରି ବହୁତ ପିଟିଲେ
সমার্থক : କାମୁକ, ଦୁଶ୍ଚରିତ୍ର, ବ୍ୟଭିଚାରୀ
অন্যান্য ভাষায় অনুবাদ :
Not faithful to a spouse or lover.
Adulterous husbands and wives.অর্থ : ଖରାପ ବା ନିନ୍ଦନୀୟ ଚରିତ୍ରର
উদাহরণ :
ଦୁଶ୍ଚରିତ୍ର ବ୍ୟକ୍ତି ସମାଜପାଇଁ ଅଭିଶାପ
সমার্থক : ଅନାଚାରୀ, ଅପଚାରୀ, କଦାଚାରୀ, କୁମାର୍ଗୀ, କୁଲଷଣ, ଦୁରାଚାରୀ, ଦୁଶ୍ଚରିତ୍ର, ଭ୍ରଷ୍ଟ, ଭ୍ରଷ୍ଟାଚାରୀ
অন্যান্য ভাষায় অনুবাদ :
Unrestrained by convention or morality.
Congreve draws a debauched aristocratic society.