অর্থ : କାନ୍ତି ବା ଆଭାଯୁକ୍ତ ହେବା
উদাহরণ :
ତା ଚେହେରା ତେଜରେ ଚମକୁଛି
সমার্থক : ଝଲମଲ କରିବା, ଦମକିବା
অন্যান্য ভাষায় অনুবাদ :
অর্থ : କୌଣସି ବସ୍ତୁକୁ ରଗଡ଼ି ବା ମାଜି ଚକ୍ମକ୍ କରିବା
উদাহরণ :
ତମ୍ବା, ପିତ୍ତଳ, କଂସା ଆଦି ବାସନ ତେନ୍ତୁଳି ଭଳି ଖଟା ଜିନିଷରେ ମାଜିଲେ ସେଗୁଡ଼ିକ ଚମକେ
সমার্থক : ଉଜ୍ଜ୍ୱଳ କରିବା, ଚକ୍ମକ୍ କରିବା, ଚମକ ଆସିବା, ଚିକ୍କଣ ହେବା, ଚିକ୍ଚିକ୍ କରିବା
অন্যান্য ভাষায় অনুবাদ :