অর্থ : ମୁଣ୍ଡରୁ ବାଳ ଝଡ଼ିଯିବାର ଅବସ୍ଥା
উদাহরণ :
ଚନ୍ଦା ହେତୁ ସେ ନିଜ ବୟସ ଠାରୁ ବୟସ୍କ ଦିଶୁଛନ୍ତି
অন্যান্য ভাষায় অনুবাদ :
অর্থ : ଯାହା ମୁଣ୍ଡର ବାଳ ଝଡ଼ିଯାଇଛି
উদাহরণ :
କିଛି ଚନ୍ଦା ବ୍ୟକ୍ତି କୃତ୍ରିମ ବାଳ ପ୍ରୟୋଗ କରନ୍ତି
সমার্থক : କେଶହୀନ, ନଣ୍ଡା, ବାଳହୀନ, ଲଣ୍ଡା
অন্যান্য ভাষায় অনুবাদ :
Lacking hair on all or most of the scalp.
A bald pate.