অর্থ : ଯେଉଁ ଋତୁ ବା ମାସରେ ବର୍ଷା ହୁଏ
উদাহরণ :
କେବେ କେବେ ବର୍ଷାକାଳରେ ଏତେ ବର୍ଷା ହୁଏ ଯେ କେତେକ କ୍ଷେତ୍ରରେ ବନ୍ୟା ଆସିଯାଏ
সমার্থক : ଜଳଦ କାଳ, ପ୍ରାବୃଟ କାଳ, ବର୍ଷା ଋତୁ, ବର୍ଷାକାଳ
অন্যান্য ভাষায় অনুবাদ :
Rainy season in southern Asia when the southwestern monsoon blows, bringing heavy rains.
monsoonঅর্থ : ଆଷାଢ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ଶୁକ୍ଳ ଏକାଦଶୀ ପର୍ଯ୍ୟନ୍ତ ଚାରି ମାସ ସମୟ
উদাহরণ :
ଚତୁର୍ମାସ୍ୟାରେ ଲୋକେ ଧାର୍ମିକ ବ୍ରତ ପାଳନ କରନ୍ତି
সমার্থক : ଚାତୁର୍ମାସ୍ୟା