সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ଦୂର୍ଗାଙ୍କର ଆଉ ଏକ ରୂପ
উদাহরণ : ଏହି ମନ୍ଦିରରେ ଚଣ୍ଡୀଙ୍କର ଏକ ଭବ୍ୟ ପ୍ରତିମା ଅଛି
সমার্থক : ଚଣ୍ଡିକା
অন্যান্য ভাষায় অনুবাদ :हिन्दी English
दुर्गा का एक रूप।
Malevolent aspect of Devi.
অর্থ : ତେରଟି ବର୍ଣ୍ଣର ଗୋଟିଏ ଛନ୍ଦ
উদাহরণ : ଚଣ୍ଡୀର ପ୍ରତ୍ୟେକ ଚରଣରେ ଦୁଇଟି ନଗଣ, ଦୁଇଟି ସଗଣ ଏବଂ ଗୋଟିଏ ଗୁରୁ ଥାଏ
সমার্থক : ଚଂଡୀ
तेरह वर्णों का एक छंद।
(prosody) a system of versification.
অর্থ : ଯେ କର୍କଶ ସ୍ୱଭାବର ବା ଯେ ଝଗଡ଼ା କରୁଥାନ୍ତି
উদাহরণ : ଜଣେ କର୍କଶ ନାରୀ ହାତରେ ମନୋହରର ଲାଳନପାଳନ ଭାର ପଡ଼ିଲା
সমার্থক : କର୍କଶ, କଳହପ୍ରିୟା, କଳହିଣୀ, କଳିତୁଣ୍ଡି, କଳିହୁଡ଼ୀ, କଳେହୀ
जो कर्कश स्वभाव की हो या झगड़ा करती रहती हो।
Given to quarreling.
ইনস্টল