সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ଘୋଡ଼ିବା କାମ ଅନ୍ୟ କାହାଦ୍ୱାରା କରାଇବା
উদাহরণ : ଡାକ୍ତର ନର୍ସଦ୍ୱାରା ରୋଗୀକୁ ଚାଦର ଘୋଡ଼ାଇଲେ
সমার্থক : ଆବୃତ୍ତ କରାଇବା
অন্যান্য ভাষায় অনুবাদ :हिन्दी
ओढ़ाने का काम किसी और से कराना।
অর্থ : ଢାଙ୍କିବାର କାମ ଅନ୍ୟ କାହାରିଦ୍ୱାରା କରାଇବା
উদাহরণ : କୃଷକ ମୂଲିଆମାନଙ୍କଦ୍ୱାରା ଖଳାରେ ଥିବା ଶସ୍ୟଗୁଡ଼ିକୁ ଢଙ୍କାଉଛି
সমার্থক : ଢଙ୍କାଇବା
ढँकने का काम किसी और से कराना।
ইনস্টল