অর্থ : କୌଣସି ବସ୍ତୁଆଦିକୁ ଆଚ୍ଛାଦିତ କରିବା କିମ୍ବା ଢାଙ୍କିବା ବସ୍ତୁ
উদাহরণ :
ଘୋଡ଼ଣୀଦ୍ୱାରା ବସ୍ତୁ ସୁରକ୍ଷିତ ରହେ
সমার্থক : ଆଚ୍ଛାଦକ ବସ୍ତୁ, ଆଚ୍ଛାଦନ, ଆବରଣ
অন্যান্য ভাষায় অনুবাদ :
An artifact that covers something else (usually to protect or shelter or conceal it).
coveringঅর্থ : ବିଛେଇବା ବା ଘୋଡ଼ିହେବାପାଇଁ ଲମ୍ବା ଚଉଡ଼ା ଲୁଗା
উদাহরণ :
ସେ ବଜାରରୁ ଏକ ନୂଆ ଚାଦର କିଣିଲା
অন্যান্য ভাষায় অনুবাদ :