অর্থ : କୌଣସି ବିଶେଷ ସିଦ୍ଧାନ୍ତ, ପକ୍ଷ ବା ଦଳଆଦିର ସ୍ଲୋଗାନ ଯାହା ଲୋକମାନଙ୍କୁ ଆକୃଷ୍ଟ କରିବା ଅଭିପ୍ରାୟରେ ବ୍ୟବହୃତ ହୁଏ
উদাহরণ :
ସମାଜବାଦୀ କାର୍ଯ୍ୟକର୍ତ୍ତା ସରକାରଙ୍କ ବିରୋଧରେ ସ୍ଳୋଗାନ ଦେଉଥିଲେ
সমার্থক : ସ୍ଳୋଗାନ
অন্যান্য ভাষায় অনুবাদ :
অর্থ : ଉଚ୍ଚସ୍ତରରୁ ଦିଆଯାଇଥିବା ସୂଚନା
উদাহরণ :
ନିଜ ଦାବି ପୂରଣ ନହେବା କାରଣରୁ ଶ୍ରମିକ ନେତାମାନେ ହରତାଳ କରିବାକୁ ଘୋଷଣାକଲେ
অন্যান্য ভাষায় অনুবাদ :
A formal public statement.
The government made an announcement about changes in the drug war.অর্থ : ସାର୍ବଜନିକ ରୂପରେ ଘୋଷଣା ହୋଇଥିବା ଆଦେଶ, ସୂଚନାଆଦି ବା କୌଣସି କୁହାଯାଇଥିବା କଥାଆଦି
উদাহরণ :
ସରକାର ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାକୁ ମାଗଣା କରିବାପାଇଁ ଘୋଷଣା କଲେ
অন্যান্য ভাষায় অনুবাদ :
A formal public statement.
The government made an announcement about changes in the drug war.