সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ଅଙ୍ଗିରାଙ୍କ ପୁତ୍ର ରୂପେ ପରିଗଣିତ ଜଣେ ପୌରାଣିକ ଋଷି
উদাহরণ : ଘୋର ଋଷି ବ୍ରହ୍ମାଙ୍କ ନାତି ଥିଲେ
সমার্থক : ଘୋର ଋଷି
অন্যান্য ভাষায় অনুবাদ :हिन्दी English
एक पौराणिक ऋषि जो अंगिरा के पुत्र माने जाते हैं।
A mentor in spiritual and philosophical topics who is renowned for profound wisdom.
অর্থ : ବହୁତ ଗଭୀର ପରିଣାମ
উদাহরণ : ହତ୍ୟା ଏକ ସାଂଘାତିକ ଅପରାଧ
সমার্থক : ବିକଟ, ଭୀଷଣ, ଭୟଙ୍କର, ଭୟାବହ, ସାଂଘାତିକ
অন্যান্য ভাষায় অনুবাদ :हिन्दी
बहुत गहरे परिणाम वाला।
অর্থ : ଆବଶ୍ୟକତାଠାରୁ ଅଧିକ ବା ବହୁତ ଅଧିକ
উদাহরণ : ଭୀଷଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଗଲା
সমার্থক : ପ୍ରବଳ, ଭୀଷଣ, ଭୟଙ୍କର, ଭୟାନକ
आवश्यकता से अधिक या बहुत ही अधिक।
Unusually great in degree or quantity or number.
অর্থ : ଯାହା ବିଦାରକ ବା ଶେଷକରିଦେଇପାରେ
উদাহরণ : ରାମଙ୍କ ବନବାସ ଯିବାପରେ ରାଜା ଦଶରଥ ତାଙ୍କର ଅନୁପସ୍ଥିତିକୁ ସହିପାରିଲେ ନାହିଁ ଫଳରେ ତାଙ୍କର ମୃତ୍ୟୁ ହୋଇଗଲା
সমার্থক : ଦାରୁଣ, ଭୀଷଣ, ଭୟଙ୍କର
जो विदारक या फाड़नेवाला हो।
ইনস্টল