অর্থ : ଶିଙ୍ଗନଥିବା ଗୋଟିଏ ଚତୁଷ୍ପଦୀ ପ୍ରାଣୀ ଯାହା ଗାଡ଼ି ଟାଣିବା ଓ ଚଢ଼ିବା କାମରେ ଲାଗେ
উদাহরণ :
ରାଣା ପ୍ରତାପଙ୍କ ଘୋଡ଼ାର ନାମ ଥିଲା ଚେତକ
সমার্থক : ଅଶ୍ୱ, ଘୋଡ଼ା, ତୁରଗ, ତୁରଙ୍ଗ, ହୟ
অন্যান্য ভাষায় অনুবাদ :
सींगरहित एक चौपाया जो गाड़ी खींचने और सवारी के काम में आता है।
राणा प्रताप के घोड़े का नाम चेतक था।অর্থ : ଅଣ୍ଡିରା ଘୋଡ଼ା
উদাহরণ :
ସୈନିକ ଘୋଡ଼ାରେ ନୁହେଁ ବରଂ ଘୋଡ଼ୀ ଉପରେ ବସିଥିଲା
সমার্থক : ଅଶ୍ୱ, ଘୋଡ଼ା, ତୁରଙ୍ଗ, ହୟ
অন্যান্য ভাষায় অনুবাদ :
The male of species Equus caballus.
male horse