সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ସେହି ଗୋଡ଼ିଯୁକ୍ତ ପୋଲା ଧାତୁ ଅଳଙ୍କାର ଯାହା ହଲିଲେ ଝୁମଝୁମ ବାଜେ
উদাহরণ : ପିଲାର ଅଣ୍ଟାରେ ଘୁଙ୍ଗୁର ବନ୍ଧା ହୋଇଥିଲା
সমার্থক : ନୂପୁର, ମଞ୍ଜୀର
অন্যান্য ভাষায় অনুবাদ :हिन्दी English
धातु की वह पोली गुरिया जो हिलने से घनघन बजती है।
A hollow device made of metal that makes a ringing sound when struck.
অর্থ : ନାଚ କରୁଥିବା ଲୋକଙ୍କ ପାଦର ଏକ ଆଭୂଷଣ
উদাহরণ : ପ୍ରସିଦ୍ଧ ନର୍ତ୍ତକ ବୈଜୂ ମହାରାଜ ନିଜ ଘୁଙ୍ଗୁରଦ୍ୱାରା ନାନା ପ୍ରକାର ସ୍ୱର ବାହାର କରନ୍ତି
অন্যান্য ভাষায় অনুবাদ :हिन्दी
नाचने वालों के पैरों का एक आभूषण।
অর্থ : ଧାତୁରେ ତିଆରି ହୋଇଥିବା ପୋଲା ଗୋଡ଼ିଯୁକ୍ତ ମାଳ
উদাহরণ : ସେ ଘୁଙ୍ଗୁର ପିନ୍ଧି ନାଚୁଥିଲା
সমার্থক : ଘୁଂଗୁର
धातु की बनी हुई पोली गुरियों की लड़ी।
ইনস্টল