সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ଯିଏ ପ୍ରାଣଦଣ୍ଡ ପାଇଥିବା ଲୋକଙ୍କୁ ହତ୍ୟା କରେ
উদাহরণ : ଘାତକ ମୃତ୍ୟୁଦଣ୍ଡ ପାଇଥିବା ବ୍ୟକ୍ତିକୁ ଫାସିରେ ଝୁଲାଇଦେଲା
সমার্থক : ଜଲ୍ଲାଦ
অন্যান্য ভাষায় অনুবাদ :हिन्दी English
वह जो प्राणदंड पानेवालों का वध करता हो।
An executioner who hangs the condemned person.
অর্থ : ଯେ କାହାରିକୁ ହତ୍ୟାକରିଛି
উদাহরণ : ଏହି ମୋକଦମାରେ ସବୁ ହତ୍ୟାକାରୀ ବ୍ୟକ୍ତିଙ୍କୁ ଆଜୀବନ କାରାଦଣ୍ଡର ଆଦେଶ ଶୁଣାଇଦିଆଗଲା
সমার্থক : ଖୁଣୀ, ଖୁନୀ, ହତ୍ୟାକାରୀ
অন্যান্য ভাষায় অনুবাদ :हिन्दी
जिसने किसी की हत्या की हो।
অর্থ : ଉତ୍କଟ ବିଷର ପ୍ରଭାବକୁ ନଷ୍ଟ କରୁଥିବା
উদাহরণ : ତାଙ୍କ ନାଶକ ମନ୍ତ୍ର ଗୋପାଳକୁ ମୃତ୍ୟୁ ମୁହଁରୁ ରକ୍ଷାକଲା
সমার্থক : ନାଶକ, ମାରଣା
অর্থ : ଯାହାଦ୍ୱାରା ଜୀବନ ଯାଇପାରେ ବା ଜୀବନ ନେବାବାଲା
উদাহরণ : ସେ ତାଙ୍କ ଉପରେ ପ୍ରାଣଘାତୀ ଆକ୍ରମଣ କଲା କୈକେୟୀଙ୍କଦ୍ୱାରା ମାଗିଥିବା ବର ଦଶରଥଙ୍କପାଇଁ ପ୍ରାଣାନ୍ତକ ଥିଲା
সমার্থক : ପ୍ରାଣଘାତକ, ପ୍ରାଣଘାତୀ, ପ୍ରାଣାନ୍ତକ
जिससे जान जा सकती हो या जान लेनेवाला।
Causing or capable of causing death.
ইনস্টল