অর্থ : କୌଣସି ବସ୍ତୁ ଉପରେ ଅନ୍ୟ ଏକ ବସ୍ତୁ ଜୋରରେ ଆସି ଖସିପଡ଼ିବା କ୍ରିୟା (ଯାହାଫଳରେ ବେଳେବେଳେ ଅନିଷ୍ଟ ବା ହାନୀ ହୁଏ)
উদাহরণ :
ସେ ଲାଠିରେ ମୋତେ ଆଘାତ କଲା
সমার্থক : ଆଘାତ କରିବାଚୋଟ, ପାହାର
অন্যান্য ভাষায় অনুবাদ :
অর্থ : ଏକ ସଂଖ୍ୟାକୁ ସେହି ସଂଖ୍ୟାରେ ଯେତେ ଥର ଗୁଣନ କରାଯାଏ ସେହି ଆବୃତ୍ତିକୁ ଦର୍ଶାଉଥିବା ସଂଖ୍ୟା, ଯାହାକୁ ଆମେ ସେହି ସଂଖ୍ୟା ଉପରେ ଲେଖିକି ଦର୍ଶାଇଥାଉ
উদাহরণ :
ଦଶ ଘାତ ତିନିର ଅର୍ଥ ଦଶ ଗୁଣିତ ଦଶ ଗୁଣିତ ଦଶ ବା ଏକ ହଜାର ହୋଇଥାଏ
সমার্থক : ଘାତାଙ୍କ
অন্যান্য ভাষায় অনুবাদ :
অর্থ : କୌଣସି ମଣିଷ, ପ୍ରାଣୀଆଦିକୁ ଜାଣିବୁଝି କୌଣସି ଉଦ୍ଦେଶ୍ୟରେ ମାରିଦେବାର କ୍ରିୟା
উদাহরণ :
ସେ ନିଜ ପିତାକୁ ହତ୍ୟା କଲା ପ୍ରାଣୀ ହତ୍ୟା ମହାପାପ
সমার্থক : ଅପଘାତ, ଅବଘାତ, ବଧ, ବିଘାତ, ସଂଘାତ, ହତ୍ୟା
অন্যান্য ভাষায় অনুবাদ :
किसी मनुष्य, प्राणी आदि को जान-बूझकर किसी उद्देश्य से मार डालने की क्रिया।
किसी भी प्राणी की हत्या महापाप है।