অর্থ : କୌଣସି ବସ୍ତୁସହିତ ମାଡ଼ହେବା, ପଡ଼ିବା, ଖସଡ଼ିପଡ଼ିବା ଆଦିଦ୍ୱାରା ଦେହରେ ହେଉଥିବା ଚିହ୍ନ
উদাহরণ :
ମାଆ ଘାଆ ଉପରେ ମଲମ ଲଗାଉଛନ୍ତି
সমার্থক : ଖଣ୍ଡିଆ
অন্যান্য ভাষায় অনুবাদ :
অর্থ : ଶରୀରର ଯେଉଁ ଅଙ୍ଗ କଟିଯିବା, ଭାଙ୍ଗିଯିବା, ସଢିଯିବା, ମେଲିଯିବା ଆଦି କାରଣରୁ ବିକୃତ ହୋଇଯାଇଥାଏ ବା ଶରୀରରେ କଟା ବା ଚିରା ହେବା ସ୍ଥାନ
উদাহরণ :
ଘାଆଟି ବହୁତ ମାଡ଼ି ଯାଇଛି
অন্যান্য ভাষায় অনুবাদ :
शरीर का वह अंग या भाग जो कटने-फटने, सड़ने-गलने आदि के कारण विकृत हो गया हो या शरीर पर का कटा या चिरा हुआ स्थान।
घाव बहुत फैल गया है।