সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : କୌଣସି ବସ୍ତୁର ଏକ ପାର୍ଶ୍ୱ ବା ଅଂଶସହିତ ଅନ୍ୟ ଏକ ବସ୍ତୁର କୌଣସି ପାର୍ଶ୍ୱ ଘଷି ହେବାର ପ୍ରକ୍ରିୟା
উদাহরণ : ଗଛଗୁଡ଼ିକ ମଧ୍ୟରେ ଘର୍ଷଣ ହେଲେ ଜଙ୍ଗଲରେ ନିଆଁ ଲାଗିଯାଏ
সমার্থক : ରଗଡ଼, ସଂଘର୍ଷଣ
অন্যান্য ভাষায় অনুবাদ :हिन्दी English
किसी वस्तु के एक पार्श्व या अंग से दूसरी वस्तु के किसी पार्श्व या अंग के रगड़ खाने की क्रिया।
Effort expended in moving one object over another with pressure.
অর্থ : ମନ୍ଥିବାର କ୍ରିୟା
উদাহরণ : ଦହି ମନ୍ଥିଲେ ଲହୁଣି ମିଳେ
সমার্থক : ମନ୍ଥନ
অন্যান্য ভাষায় অনুবাদ :हिन्दी
मथने की क्रिया।
অর্থ : ରଗଡିବା ବା ଘଷିବା କ୍ରିୟା
উদাহরণ : ଊଷା ପାତ୍ରଟିକୁ ଘର୍ଷଣ କରି ଖାଦ୍ୟର ପୋଡି ଯାଇଥିବା ଆଂଶକୁ ବାହାର କରିବାକୁ ଚେଷ୍ଟା କରୁଛି
সমার্থক : ଅବଘର୍ଷଣ, ଘଷାମଜା, ରଗଡିବା
रगड़ने या घिसने की क्रिया।
The act of rubbing or wiping.
ইনস্টল