অর্থ : କାଣ୍ଟ-ଛାଣ୍ଟକରି କୌଣସି ପ୍ରକାରରେ ଦରକାରୀ ବସ୍ତୁ ତିଆରି କରିବା
উদাহরণ :
ସେ ମାଟିର ମୂର୍ତ୍ତି ତିଆରି କରୁଛି
সমার্থক : ଆକାର ଦେବା, ତିଆରି କରିବା, ନିର୍ମାଣ କରିବା, ବନେଇବା, ରୂପ ପ୍ରଦାନ କରିବା, ସର୍ଜନା କରିବା
অন্যান্য ভাষায় অনুবাদ :
অর্থ : ଉନ୍ନତି ବା ଅବନତିରେ ସହାୟତା କରିବା
উদাহরণ :
ଅନୁଶାସନ ଆମକୁ ମହାନ କରେ
সমার্থক : କରିବା, ପ୍ରସ୍ତୁତ କରିବା
অন্যান্য ভাষায় অনুবাদ :
অর্থ : ଅସ୍ତିତ୍ୱକୁ ଆଣିବା
উদাহরণ :
କୁମ୍ଭାର ମାଠିଆ ଗଢ଼ୁଛି
সমার্থক : ତିଆରିକରିବା, ନିର୍ମାଣ କରିବା
অন্যান্য ভাষায় অনুবাদ :
अस्तित्व में लाना।
कुम्हार घड़े बनाता है।