অর্থ : କାହାରିକୁ ଦାସ କରିବାର ପ୍ରକ୍ରିୟା
উদাহরণ :
କିଛି ସ୍ଥାନରେ ଏବେ ବି ଦାସପ୍ରଥା ରହିଛି
সমার্থক : ଦାସତ୍ୱ, ଦାସପ୍ରଥା, ପରାଧୀନତା
অন্যান্য ভাষায় অনুবাদ :
The act of making slaves of your captives.
enslavementঅর্থ : ପରାଧୀନ ହେବାର ଅବସ୍ଥା ବା ଭାବ
উদাহরণ :
ପରାଧୀନତାର ବେଡ଼ିରେ ବନ୍ଦୀ ଭାରତ ୧୯୪୭ରେ ସ୍ୱାଧୀନ ହେଲା
সমার্থক : ଅସ୍ୱତଂତ୍ର, ଦାସତ୍ୱ, ପରାଧୀନତା
অন্যান্য ভাষায় অনুবাদ :
पराधीन होने की अवस्था या भाव।
पराधीनता की बेड़ी में जकड़ा भारत उन्नीस सौ सैंतालीस में आज़ाद हुआ।