অর্থ : ଜଣେ ପ୍ରାଚୀନ ପ୍ରସିଦ୍ଧ ଅବଧୂତ ହଠଯୋଗୀ ଯେ ନିଜର ଗୋଟିଏ ପ୍ରସିଦ୍ଧ ସଂପ୍ରଦାୟ ଚଳାଇଥିଲେ
উদাহরণ :
ଗୋରଖନାଥଙ୍କଦ୍ୱାରା ଚଳାଯାଇଥିବା ଧର୍ମମତକୁ ଗୋରଖପନ୍ଥ କୁହାଯାଇଥାଏ
সমার্থক : ଗୁରୁ ଗୋରଖନାଥ, ଗୋରଖନାଥ, ଗୋରେଖନାଥ, ସନ୍ଥ ଗୋରଖନାଥ, ସିଦ୍ଧ ଗୋରେଖନାଥ
অন্যান্য ভাষায় অনুবাদ :
एक प्रसिद्ध प्राचीन हठयोगी अवधूत जिन्होंने अपना एक प्रसिद्ध सम्प्रदाय चलाया था।
गोरखनाथ का चलाया हुआ पंथ गोरख-पंथ कहलाता है।