সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : କାହାରିଠାରୁ କୌଣସି କଥାଆଦି ଗୋପନ ରଖିବା କ୍ରିୟା ବା ଭାବ
উদাহরণ : ନିଜ ଲୋକଙ୍କ ଠାରେ କିଭଳି ଛଳନା କରାଯିବ?କପଟତା ବିନା ସେ ନିଜ କଥା କହି ବସିଲା
সমার্থক : କପଟତା, ଛଳନା, ସଂଗୋପନ
অন্যান্য ভাষায় অনুবাদ :हिन्दी English
किसी से कोई बात आदि गुप्त रखने या छिपाने की क्रिया या भाव।
The activity of keeping something secret.
অর্থ : କୌଣସି ବସ୍ତୁ,କଥା ଆଦି ଲୁଚାଇବାର କ୍ରିୟା ବା ଭାବ
উদাহরণ : ନିଜ ଲୋକଙ୍କୁ ଗୋପନତା ଠିକ ନୁହେଁ
সমার্থক : ଛୁପାଣ
ইনস্টল