অর্থ : ଅତ୍ୟାଚାର,ଦୁଃଖଆଦିରୁ ରକ୍ଷା ନିମନ୍ତେ ଡାକ ପକାଇବା
উদাহরণ :
ସେ ନିଜ ଦଣ୍ଡ କମ୍ କରିବା ନିମନ୍ତେ ରାଷ୍ଟ୍ରପତିଙ୍କୁ ଗୁହାରି କଲା
সমার্থক : ଅପିଲ୍ କରିବା, ନିବେଦନ କରିବା
অন্যান্য ভাষায় অনুবাদ :
अत्याचार,दुख आदि से रक्षा के लिए पुकार मचाना।
उसने अपनी सज़ा कम कराने के लिए राष्ट्रपति से फ़रियाद की।