সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ଯାହାର ମହତ୍ତ୍ୱ ଆଦି ଅଧିକ ବା ଯେଉଁଥିରେ ଗୁରୁତ୍ୱ ରହିଛି
উদাহরণ : ଆମକଥାଠାରୁ ଗୁରୁଜୀଙ୍କ କଥା ଗୁରୁତ୍ୱପୂର୍ଣ୍ଣ
সমার্থক : ଓଜନିଆ, ଭାରୀ
অন্যান্য ভাষায় অনুবাদ :हिन्दी
जिसका महत्त्व आदि अधिक हो या जिसमें गुरुता हो।
অর্থ : ଯାହା ସାମାନ୍ୟ ନୁହେଁ
উদাহরণ : ମୋହନ ଅସାମାନ୍ୟ ରୋଗରେ ପୀଡ଼ିତକୌଣସି ଅସାମାନ୍ୟ କଥା ଅଛିତ ମୋତେ କୁହ
সমার্থক : ଅସାଧାରଣ, ଅସାମାନ୍ୟ, ଖାସ୍, ବିଶେଷ, ସ୍ପେସାଲ୍
जो सामान्य न हो।
ইনস্টল