অর্থ : ଖାଇବା ପିଇବା ଜିନିଷ ଅଧିକ ମାତ୍ରାରେ ଖାଇବା ଓ ପିଇବା
উদাহরণ :
ଭାନୁ ଦୋକାନରେ ରସଗୋଲା ଗିଳୁଛି
সমার্থক : ଗେଫିବା, ଗ୍ରାସକରିବା
অন্যান্য ভাষায় অনুবাদ :
অর্থ : କୌଣସି ବସ୍ତୁ ଭୋଜନନଳିଦ୍ୱାରା ଗଳାର ତଳକୁ ଖସିବା
উদাহরণ :
ସାପ ବେଙ୍ଗକୁ ଗିଳିଦେଲା
সমার্থক : ଢୋକିବା
অন্যান্য ভাষায় অনুবাদ :