অর্থ : ବେଇଜ୍ଜତ କରିବା
উদাহরণ :
ସେ ତା ଶଳାକୁ ବହୁତ ଗାଳି ଦେଲା
সমার্থক : ଅପମାନ କରିବା, ନିନ୍ଦା କରିବା, ବେଜିତ୍ କରିବା
অন্যান্য ভাষায় অনুবাদ :
অর্থ : ତିରସ୍କାରପୂର୍ବକ ନିଜ ପାଖରୁ ହଟାଇବା
উদাহরণ :
ସେ ଭିକାରୀକୁ ତିରସ୍କାର କଲା
সমার্থক : ତିରସ୍କାର କରିବା
অন্যান্য ভাষায় অনুবাদ :
অর্থ : କାହା ପ୍ରତି ଖରାପ ଶବ୍ଦ ବ୍ୟବହାର କରିବା
উদাহরণ :
ସେ ଅଧ ଘଣ୍ଟା ହେଲାଣି ଗାଳି ଦେଇ ଚାଲିଛି
সমার্থক : ଖରାପ ଶବ୍ଦ କହିବା, ବକିବା
অন্যান্য ভাষায় অনুবাদ :
Use foul or abusive language towards.
The actress abused the policeman who gave her a parking ticket.