অর্থ : ଚକି ଆଦିରେ ପେଷିବା ସମୟରେ ଖାଦ୍ୟଶସ୍ୟ ଭର୍ତ୍ତି କରିବାପାଇଁ ହୋଇଥିବା ଛିଦ୍ର
উদাহরণ :
ଏହି ଘୋରଣା ଗାତ ଭାରି ଚଉଡ଼ା
অন্যান্য ভাষায় অনুবাদ :
অর্থ : କୌଣସି ଭବନର ମହଲା ମଧ୍ୟ ଦେଇ ରହିଥିବା ଖାଲିସ୍ଥାନ
উদাহরণ :
ଶିଡ଼ି ତିଆରି କରିବାପାଇଁ ନୂଆ ଭବନରେ ଗାତ ଛଡ଼ାଯାଇଛି
অন্যান্য ভাষায় অনুবাদ :
An open shaft through the floors of a building (as for a stairway).
wellঅর্থ : ଗଭୀର ତଳ ବା ସ୍ଥାନ
উদাহরণ :
ଜଣେ ଅନ୍ଧ ବ୍ୟକ୍ତି ଗାତରେ ପଡ଼ିଗଲା
অন্যান্য ভাষায় অনুবাদ :