অর্থ : ଏକ ସମୟରେ ଗୋଟିଏ ଜାଗାରେ ହେଉଥିବା ବହୁତ ଲୋକଙ୍କ ସମାଗମ
উদাহরণ :
ନିର୍ବାଚନ ସମୟରେ ଜାଗା ଜାଗାରେ ଲୋକଙ୍କର ଭିଡ଼ ଦେଖାଯାଏ
অন্যান্য ভাষায় অনুবাদ :
A large number of things or people considered together.
A crowd of insects assembled around the flowers.অর্থ : (ପଦଚାରୀ ବା ସବାରବ୍ୟକ୍ତି) କିଛି ବିଶେଷ ସମୟସୀମା ମଧ୍ୟରେ କିଛି ବିଶେଷ କ୍ଷେତ୍ରରେ ଯିବାଆସିବା କରୁଥିବା ବସ୍ତୁର ଭିଡ
উদাহরণ :
ଗହଳି କାରଣରୁ ମୋତେ ଏଠାକୁ ଆସିବାକୁ ବିଳମ୍ବ ହେଲା ଏହି ସହରର ଟ୍ରାଫିକ ଏକ ପ୍ରକାରର ସମସ୍ୟା
সমার্থক : ଟ୍ରାଫିକ
অন্যান্য ভাষায় অনুবাদ :
The aggregation of things (pedestrians or vehicles) coming and going in a particular locality during a specified period of time.
traffic