অর্থ : ଜନ୍ମହେବା ପୂର୍ବରୁ ମେରୁଦଣ୍ଡ ବିକଶିତ ଜନ୍ତୁଙ୍କୁ ଚିହ୍ନିବା ପାଇଁ ଯୋଗ୍ୟ ମୁଖ୍ୟ ଲକ୍ଷଣଗୁଡ଼ିକୁ ଦେଖାଉଥିବା ବିକାଶର ଅବସ୍ଥା
উদাহরণ :
ଭ୍ରୂଣ ହତ୍ୟା କରିବା ଅପରାଧ
সমার্থক : ଗର୍ଭସ୍ଥଜୀବ, ଭ୍ରୂଣ
অন্যান্য ভাষায় অনুবাদ :
অর্থ : ସ୍ତ୍ରୀମାନଙ୍କର ପେଟର ଯେଉଁ ସ୍ଥାନରେ ଗର୍ଭ ବା ଛୁଆ ରହେ
উদাহরণ :
ସୀତା ଗର୍ଭାଶୟ ସମ୍ବନ୍ଧୀୟ ରୋଗ କାରଣରୁ ମା’ ହୋଇ ପାରୁନାହିଁ
সমার্থক : ଗର୍ଭାଶୟ
অন্যান্য ভাষায় অনুবাদ :