অর্থ : ଗମ୍ଭୀର ହେବାର ଗୁଣ କିମ୍ବା ଭାବ
উদাহরণ :
ସେ ସେହି ଘଟଣାର ଗଭୀରକୁ ଗଲା ସେ ଏହି କଥାର ଗଭୀରତା ବୁଝିପାରୁ ନାହିଁ ସେ ରାତିର ଗହନତାରେ ବୁଲୁଥିଲା
অন্যান্য ভাষায় অনুবাদ :
অর্থ : ଯିଏ ଚଞ୍ଚଳ ନୁହେଁ
উদাহরণ :
ସେ ଗମ୍ଭୀର ସ୍ୱଭାବର ବ୍ୟକ୍ତି
সমার্থক : ଅଚଞ୍ଚଳ, ଥଣ୍ଡା ମିଜାଜ୍, ଶାନ୍ତ, ସୌମ୍ୟ, ସ୍ଥିର
অন্যান্য ভাষায় অনুবাদ :
অর্থ : ଚିନ୍ତା କରିବା ଯୋଗ୍ୟ
উদাহরণ :
ତାର ଅବସ୍ଥା ଚିନ୍ତାଜନକ
অন্যান্য ভাষায় অনুবাদ :
Causing distress or worry or anxiety.
Distressing (or disturbing) news.অর্থ : ଯାହା କୂଟତାରେ ଭରା ବା ଯାହା ବହୁତ କଠିନ
উদাহরণ :
ଯୁଧିଷ୍ଠିର ଯକ୍ଷଙ୍କ କୂଟ ପ୍ରଶ୍ନର ଉତ୍ତର ଦେଇ ନିଜ ଭାଇମାନଙ୍କୁ ବଞ୍ଚାଇଲେ
সমার্থক : କଠିନ, କୂଟ, କୂଟତାପୂର୍ଣ୍ଣ, ଗୁଢ଼, ଜଟିଳ, ତେଢ଼ା
অন্যান্য ভাষায় অনুবাদ :
Difficult to analyze or understand.
A complicated problem.