অর্থ : କୌଣସି ବାହାନ ଆଦିଦ୍ୱାରା ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯିବା ଆସିବାର କ୍ରିୟା
উদাহরণ :
ପୂର୍ବ କାଳରେ ଯାତାୟତର ଏତେ ସାଧନ ନ ଥିଲା
সমার্থক : ଯାତାୟତ
অন্যান্য ভাষায় অনুবাদ :
The act of moving something from one location to another.
conveyance, transfer, transferral, transport, transportationঅর্থ : ଯିବାଆସିବାର କାମ
উদাহরণ :
ରିକ୍ସା, ଟାକ୍ସି ଆଦିର ଧର୍ମଘଟ ସମୟରେ ଯାତାୟତ ପାଇଁ ବହୁତ ଅସୁବିଧା ହୁଏ
সমার্থক : ଯାତାୟତ
অন্যান্য ভাষায় অনুবাদ :
অর্থ : ଯାତ୍ରୀଙ୍କୁ ବା ମାଲ ସବୁକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇ ଯିବାପାଇଁ ଆବଶ୍ୟକ ସାଧନ ବା ଉପକରଣ
উদাহরণ :
ଆଜିକାଲି ପରିବହନ ଉଦ୍ୟୋଗ ମଧ୍ୟ ଖୁବ ଭଲ ଚାଲିଛି
সমার্থক : ପରିବହନ, ଯାତାୟାତ, ଯିବାଆସିବା
অন্যান্য ভাষায় অনুবাদ :
A facility consisting of the means and equipment necessary for the movement of passengers or goods.
transit, transportation, transportation systemঅর্থ : ଗୋଟିଏ ଅବସ୍ଥା ବା ସ୍ଥାନରୁ ଅନ୍ୟ ଅବସ୍ଥା ବା ସ୍ଥାନକୁ ଯିବାର କ୍ରିୟା
উদাহরণ :
ପାକିସ୍ଥାନ ଓ ଭାରତ ଗମନାଗମନର ସୁବିଧାକୁ ଅଧିକ ସୁଲଭ କରୁଛନ୍ତି
অন্যান্য ভাষায় অনুবাদ :