অর্থ : କୁକୁର ଜାତୀୟ ଏକ ପ୍ରସିଦ୍ଧ ଜଙ୍ଗଲୀ ହିଂସ୍ର ଜନ୍ତୁ ଯାହା ଛୋଟ ଜନ୍ତୁମାନଙ୍କୁ ଉଠାଇ ନିଏ
উদাহরণ :
ମେଷପାଳକ ଗଧିଆକୁ ଦେଖି ଡରିଗଲା
অন্যান্য ভাষায় অনুবাদ :
Any of various predatory carnivorous canine mammals of North America and Eurasia that usually hunt in packs.
wolfঅর্থ : ଗଧିଆ ଜାତୀୟ ଏକ ପ୍ରକାର କୁକୁର ସଦୃଶ ଜଙ୍ଗଲୀ ପଶୁ ଯାହା ବିଶେଷତଃ ଆଫ୍ରିକା ଏବଂ ଦକ୍ଷିଣ ଏସିଆରେ ଦେଖାଯାନ୍ତି
উদাহরণ :
ଶିକାରୀର ଗୋଟିଏ ତୀରରେ ଗଧିଆଟିର ଜୀବନ ଲୀଳା ଶେଷ ହେଲା
অন্যান্য ভাষায় অনুবাদ :