অর্থ : ଗଜା ଉଠିଆସିବାର ଅବସ୍ଥା ବା ଭାବ
উদাহরণ :
ବିଲରେ ଗହମ ମଞ୍ଜି ଭଲ ଗଜା ହୋଇଛି
অন্যান্য ভাষায় অনুবাদ :
Combining into a solid mass.
consolidationঅর্থ : ମଞ୍ଜିରୁ ବାହାରିଥିବା ପ୍ରଥମ ଛୋଟ କୋମଳ କାଣ୍ଡ ଯେଉଁଥିରୁ ନୂଆ ପତ୍ର ବାହାରିଥାଏ
উদাহরণ :
କ୍ଷେତରେ ବୁଟରୁ ଗଜା ବାହାରି ଆସୁଛି
অন্যান্য ভাষায় অনুবাদ :
A newly grown bud (especially from a germinating seed).
sproutঅর্থ : ମଞ୍ଜି ଗଜା ହେବାର ପ୍ରକ୍ରିୟା
উদাহরণ :
କ୍ଷେତରେ ସବୁ ବୁଟ ଗଜା ହୋଇନାହିଁ
সমার্থক : ଅଙ୍କୁରଣ
অন্যান্য ভাষায় অনুবাদ :