সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ଖେଳିବା କାମ ଅନ୍ୟଦ୍ୱାରା କରାଇବା
উদাহরণ : ସୀତା ଛୋଟପୁଅକୁ ବାପାଙ୍କଦ୍ୱାରା ଖେଳାଉଛି
অন্যান্য ভাষায় অনুবাদ :हिन्दी
खेलाने का काम दूसरे से कराना।
অর্থ : ଏକତ୍ରିତ ହୋଇଥିବା ବସ୍ତୁଆଦିକୁ ଏପଟ ସେପଟକରିବା ବା ଏପାଖ ସେପାଖ କରିବାପାଇଁ ଚେଷ୍ଟା କରିବା
উদাহরণ : କୁକୁର ଅଳିଆଗଦାକୁ ଘାଣ୍ଟୁଛି
সমার্থক : ଘାଣ୍ଟିବା
ढेर आदि को इधर-उधर करना या इधर-उधर करने की कोशिश करना।
অর্থ : ଖେଳିବା ନିମନ୍ତେ ପ୍ରବୃତ୍ତ କରିବା
উদাহরণ : ବୁଢାବାପା ନିଜ ନାତିକୁ ଖେଳାଉଛନ୍ତି
खेलने में प्रवृत्त करना।
ইনস্টল