অর্থ : କେବଳ ମନକୁ ଆନନ୍ଦଦେବାପାଇଁ କରାଯାଉଥିବା କାର୍ଯ୍ୟ
উদাহরণ :
ପିଲାମାନେ ପାଣିରେ ଖେଳୁଛନ୍ତି
সমার্থক : ଆମୋଦପ୍ରମୋଦ, କେଳି, କୌତୁକ, କ୍ରୀଡା, ବିନୋଦ, ବିହାର
অন্যান্য ভাষায় অনুবাদ :
Activities that are enjoyable or amusing.
I do it for the fun of it.অর্থ : ମନୋରଞ୍ଜନ ନିମନ୍ତେ ବ୍ୟବହୃତ ବସ୍ତୁ,କାମ ଆଦି ଯେଉଁଥିରେ ଖେଳା ଯାଏ
উদাহরণ :
ମୋ କଂପ୍ୟୁଟରରେ କେତେ ପ୍ରକାର ଖେଳ ଅପଲୋଡ ହୋଇଛି
সমার্থক : ଗେମ୍
অন্যান্য ভাষায় অনুবাদ :
An amusement or pastime.
They played word games.অর্থ : ଖେଳର ପ୍ରଦର୍ଶନ
উদাহরণ :
ସର୍କସ ବାହାରେଥିବା ସୂଚନା ଫଳକରେ ଲେଖାଯାଇଛି ଯେ ଖେଳର ସମୟ ବଦଳି ଯାଇଛି
সমার্থক : ଖେଳ ପ୍ରଦର୍ଶନ
অন্যান্য ভাষায় অনুবাদ :
खेल का प्रदर्शन।
सर्कस के बाहर सूचना पट्ट पर लिखा था कि खेल का समय बदल दिया गया है।A difficult or unusual or dangerous feat. Usually done to gain attention.
stuntঅর্থ : ଆମୋଦପ୍ରମୋଦ ବା ବ୍ୟାୟାମ ନିମନ୍ତେ ଡିଆଁଡ଼େଇଁ,ଦୌଡ଼ାଦୌଡ଼ି ବା ଅନ୍ୟ କୌଣସି ମନୋରଞ୍ଜକ କାର୍ଯ୍ୟ
উদাহরণ :
ଖେଳରେ ହାରିବା ଜିତିବା ଲାଗିରହିଥାଏ
অন্যান্য ভাষায় অনুবাদ :
An amusement or pastime.
They played word games.অর্থ : ଏକ ସକ୍ରିୟ ମନୋରଞ୍ଜନ ଯେଉଁଥିରେ ଶାରୀରିକ ଶ୍ରମ ଏବଂ ପ୍ରତିସ୍ପର୍ଦ୍ଧାର ଆବଶ୍ୟକତା ଥାଏ
উদাহরণ :
ସେ ଖୋ-ଖୋ, କବାଡୀ, ହକି ଆଦି ଖେଳରେ ଭାଗ ନିଏ
সমার্থক : ଏଥ୍ଲେଟିକ୍ସ, ଖେଳକୁଦ
অন্যান্য ভাষায় অনুবাদ :