অর্থ : ଖୋଳା ହୋଇଥିବା ଛିଦ୍ରରେ ଖୋପା ଯାଉଥିବା ଖିଲ
উদাহরণ :
ଖିଲ ଲଗାଇବା ପରେ ଖଟର ହଲିବା ବନ୍ଦ ହୋଇଗଲା
অন্যান্য ভাষায় অনুবাদ :
অর্থ : କାଗଜରେ ତିଆରି ଶଙ୍କୁ ଆକାରର ପାତ୍ର ଯେଉଁଥିରେ ଭଜା ବାଦାମ, ଚଣାଆଦି ଭର୍ତ୍ତିକରି ବିକ୍ରିକରାଯାଏ
উদাহরণ :
ବାଦାମବାଲା ପିଲାଟିର ଦୁଇ ହାତରେ ଠୁଙ୍ଗା ଧରାଇଦେଲା
অন্যান্য ভাষায় অনুবাদ :
অর্থ : କେଉଁଠି ବାଡ଼େଇବା ବା ପୋତିବା ପାଇଁ ଲୁହା ବା କାଠର କୀଳା
উদাহরণ :
ଲୁଗା ଟାଙ୍ଗିବାପାଇଁ ରାମ କାନ୍ଥରେ କୀଳା ବାଡ଼େଇଲା
অন্যান্য ভাষায় অনুবাদ :