অর্থ : ମିଶି ଯାଇଥିବା ବା ଜଡ଼ିଯାଇଥିବା ବା ଲାଗି ଯାଇଥିବା ଜିନିଷ୍ଆଦିର ଅଲଗା ହେବା
উদাহরণ :
କମିଜର ବୋତାମ ବାହାରି ଯାଇଛି ବହିର ପତ୍ର ବାହାରି ପଡ଼ିଛି ଯୋଡ଼େଇ କାରଣରୁ କାନ୍ଥର ସିମେଣ୍ଟ ଖସି ଯାଇଛି
সমার্থক : ଉଖାଡ଼ି ଯିବା, ପୃଥକ ହେବା, ବାହାରି ଯିବା
অন্যান্য ভাষায় অনুবাদ :
অর্থ : ଚୁପ୍ହୋଇ ଚାଲିଯିବା
উদাহরণ :
ସେ ମୋ ପଇସା ନେଇ ଖସିଗଲା
অন্যান্য ভাষায় অনুবাদ :
অর্থ : ଚିକ୍କଣ ହେବା କାରଣରୁ କୌଣସି ବସ୍ତୁ ନିଜ ସ୍ଥାନରେ ରହି ନପାରିବା
উদাহরণ :
ରାସ୍ତାରେ ଚାଲିବା ସମୟରେ ମୋ ଗୋଡ଼ ଖସିଗଲା ଓ ମୁଁ ପଡ଼ିଗଲି
সমার্থক : ଖସରି ପଡ଼ିବା, ପଡ଼ିଯିବା
অন্যান্য ভাষায় অনুবাদ :
অর্থ : ପାସ୍ କରିବା
উদাহরণ :
ମୁଁ ତିନିଟା ପେପରରେ ତ ଖସିଯିବି, କିନ୍ତୁ ଚତୁର୍ଥଟା ବିଷୟରେ କିଛି କହିପାରୁନି
সমার্থক : ଉତ୍ତୀର୍ଣ୍ଣହେବା, ପାସ୍ କରିବା
অন্যান্য ভাষায় অনুবাদ :