সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ଯାହାର ମନ୍ଦ ଚିନ୍ତାଧାରା ବା କୁବିଚାର ବ୍ୟକ୍ତି
উদাহরণ : ଖଳ ଲୋକଙ୍କଠାରୁ ଦୂରରେ ରହିବା ଉଚିତ
সমার্থক : କପଟୀ, ଦୁର୍ଜନକୁବିଚାର, ମନ୍ଦ ଚିନ୍ତାଧାରା
অন্যান্য ভাষায় অনুবাদ :हिन्दी
वह जिसकी नीयत बुरी हो या बुरे आशयवाला व्यक्ति।
অর্থ : ଦୁଷ୍ଟ ବା ଖରାପ ବ୍ୟକ୍ତି
উদাহরণ : ଦୁର୍ଜନ ସଂଗତିରୁ ଦୂରରେ ରୁହ
সমার্থক : ଦୁରାତ୍ମା, ଦୁର୍ଜନ, ଦୁଷ୍ଟ, ଦୁଷ୍ଟାତ୍ମା, ପାଜୀ, ଶଠ, ହରାମି, ହାରାମଜାଦା
অন্যান্য ভাষায় অনুবাদ :हिन्दी English
दुष्ट या खोटा व्यक्ति।
A wicked or evil person. Someone who does evil deliberately.
অর্থ : ଦୁଷ୍କର୍ମ କରିବା ଲୋକ ବା ଯିଏ ଭଲ କାମ କରେ ନାହିଁ
উদাহরণ : ଦୁଷ୍କର୍ମକୁ ଡର ଦୁଷ୍କର୍ମା ବ୍ୟକ୍ତିକୁ ନୁହେଁ
সমার্থক : ଅପକର୍ମା, କୁକର୍ମା, ଦୁଷ୍କର୍ମା
दुष्कर्म करनेवाला या जो अच्छा कर्म न करता हो।
Morally bad in principle or practice.
অর্থ : ଯିଏ ଦୁଷ୍ଟ ବା ଦୁଷ୍ଟପରି କାମ ବା ବ୍ୟବହାର କରେ
উদাহরণ : ଦୁଷ୍ଟ ବ୍ୟକ୍ତି ସବୁବେଳେ ଅନ୍ୟର ଖରାପ ଚାହେଁ
সমার্থক : ଅଧମ, ଅସାଧୁ, ଦୁର୍ଜନ, ଦୁଷ୍ଟ, ପାଜି, ମନ୍ଦ, ଶଠ, ହାରାମୀ
जो दुष्टतापूर्वक काम या व्यवहार करता हो।
ইনস্টল